ପୁରୁଣା ଦରରେ ସେଲ୍‌ଡିଡ୍‌କୁ ଓଏସ୍‌ଏଚ୍‌ବିର ନା : ଆଦେଶ ଅବମାନନା ନେଇ ହାଇକୋର୍ଟ କ୍ଷୁବ୍ଧ

ସଚିବଙ୍କ ବିରୋଧରେ ଅଦାଲତ ଅବମାନନା ବିଧି ଜାରି ଭୁବନେଶ୍ୱର : ଗ୍ରାହକଙ୍କୁ ସେଲ୍‌ ଡିଡ୍‌ ବା ବିକ୍ରି କବଲା ଦେବାରେ ଅବହେଳା ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା (ଓଏସ୍‌ଏଚ୍‌ବି)ର ସଚିବଙ୍କୁ ଅଡ଼ୁଆରେ ପକାଇଛି। ଘର ଆବଣ୍ଟନ ସମୟରେ ଧାର୍ଯ୍ୟ ଦର ଅନୁଯାୟୀ ଗ୍ରାହକଙ୍କୁ ଆସନ୍ତା ୩ ସପ୍ତାହ ମଧ୍ୟରେ ଜମିର ସେଲ୍‌ଡିଡ୍‌ ଦେବା ପାଇଁ ହାଇକୋର୍ଟ ଆଦେଶ ଦେଇଥିଲେ ହେଁ ଓଏସ୍‌ଏଚ୍‌ବିର ଟାଳଟୁଳ ନୀତି ଯୋଗୁଁ ହାଇକୋର୍ଟ କ୍ଷୁବ୍ଧ … Continue reading ପୁରୁଣା ଦରରେ ସେଲ୍‌ଡିଡ୍‌କୁ ଓଏସ୍‌ଏଚ୍‌ବିର ନା : ଆଦେଶ ଅବମାନନା ନେଇ ହାଇକୋର୍ଟ କ୍ଷୁବ୍ଧ